You will not be able to change the package after this!
Are you sure you want to unlock
ସରକାରୀ ଚାକରି ର ପରୀକ୍ଷା ର ପ୍ରସ୍ତୁତି ଲାଗି ଛାତ୍ର ଛାତ୍ରୀ ମାନଙ୍କର ମନ ଭିତରେ କେତେ ଟା ପ୍ରଶ୍ନ:
୧. କେନ୍ତା ପ୍ରସ୍ତୁତି କରମୁ?
୨. କେନ୍ତା ଜାନମୁ ପରୀକ୍ଷା ବାହାରିଛେ?
୩. ପରୀକ୍ଷାର ଲାଗି କାଣା କାଣା ପଢ଼ବାର ପଡ଼ବା?
୪. ପରୀକ୍ଷା ଆବେଦନ କେନ୍ତା କରମୁ?
ଏନ୍ତା ଆହୁରି ବହୁତ ଟେ ପ୍ରଶ୍ନ ଛାତ୍ର ଛାତ୍ରୀ ମାନଙ୍କର ମନ ଭିତରେ କିନ୍ଦ୍ରି ବୁଲୁଥିସି।
ଇ ସବୁ ପ୍ରଶ୍ନ ର ଉତ୍ତର ଆଉ ସଠିକ ଗାଇଡ଼ ଲାଗି Gyan Gudi (ଜ୍ଞାନ ଗୁଡ଼ି) ମୋବାଇଲ App ଆଉ Youtube ଚାଁନେଲ ମାଧ୍ୟମ ରେ ସବୁ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରୁଛେ। ନିଜର ସରକାରୀ ଚାକରି ର ପ୍ରସ୍ତୁତି ର ପହେଲା କଦମ ରେ Gyan Gudi ସବୁଥି ଆପଣ ମାନଙ୍କର ସାହାଯ୍ୟ କରବା।
ପ୍ରସ୍ତୁତି ଲାଗି ଜ୍ଞାନ ଗୁଡ଼ି ର Foundation Batch ରେ Mathematics, English, Reasoning, Odia, General Studies, Current Affairs, Computer Awareness ଆଦି ବିଷୟ ରେ ପୁରା Basic Fundamental ରୁ ଶିକ୍ଷା ପ୍ରଦାନ କରାଯିବା। ସବୁ ବିଷୟ ଆମର ଆଞ୍ଚଲିକ ଭାଷା (କୋଶଲି)ରେ ଦିୟା ଯିବା।
ଛାତ୍ର ଛାତ୍ରୀ ମାନଙ୍କର ସଫଲତାର ଲାଗି ଆମର ପ୍ଲାଟଫର୍ମ ସେ ସବୁ ସୁବିଧା ପ୍ରଦାନ କରବା ଯେନ ଟା ଗୁଟେ ଛାତ୍ର କିମ୍ବା ଛାତ୍ରୀ କେ ଦରକାର ହେବା। ଆପଣ ମାନଙ୍କର ସଫଲତା ଲାଗି ଆମେ ଜ୍ଞାନ ଗୁଡ଼ି ମାଧ୍ୟମ ରେ ଆପଙ୍କର ସାଙ୍ଗେ ଅଛୁଁ।
Get Personalized Learning Outcomes for everyone. An in-depth performance analysis, where you can know your strong and weak points, your all India rank, your state rank etc. You will also get a virtual tutor who is completely dedicated to bringing out the best in you. It will prioritize your concepts, chapters, topics, and questions through machine learning. Get this innovative learning experience only on Gyan Gudi Edtech Pvt Ltd Test Series!!